ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବଙ୍ଗୋପସାଗର ରେ ଗଭୀର ଅବପାତ ର ରୂପ ନେଲା ଅବପାତ ।ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡରେ ପରଣିତ ହେବ ଅବପାତ ।କାଲି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବା ର ସମ୍ଭାବନା ରହିଛି । ଗୋପାଳପୁର ଠାରୁ ଏହା ୮୫୦ କିମି ଦୂରରେ ରହିଛି ।ପାରାଦୀପ ଠାରୁ ୯୨୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଗତ ୬ ଘଣ୍ଟା ହେବ ୩୨ କିମି ବେଗରେ ଗତି କରୁଛି ଅବପାତ ।

powered by social2s