ଆଜି ଓ କାଲି ବ୍ୟାଙ୍କ ଧର୍ମଘଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓ କାଲି ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରିଛନ୍ତି ୯ ଟି ବ୍ୟାଙ୍କ ୟୁନିଅନର ମିଳିତ ମଞ୍ଚ। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତି ବିରୋଧରେ ଡକାଯାଇଥିବା ଏହି ଧର୍ମଘଟ ଦ୍ୱାରା ବ୍ୟାଙ୍କ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ମାସର ତୃତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କ ଗୁଡ଼ିକ ଖୋଲା ରହିପାରେ, କିନ୍ତୁ କେତେକ ରାଜ୍ୟରେ ସ୍ଥାନୀୟ ଛୁଟି ଯୋଗୁ ଶନିବାର ବି ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା କରାଯାଉଛି।

powered by social2s