କେନ୍ଦ୍ର ଓ ପରିବହନ ମନ୍ତ୍ରୀ ଙ୍କୁ ଓଡିଶା ମୁଖ୍ୟ ମନ୍ତ୍ରୀ ଙ୍କ ଚିଠି l

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ର ଓ ପରିବହନ ମନ୍ତ୍ରୀ ନିତୀନ  ଗଡକାରୀଙ୍କୁ ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ଙ୍କ ଚିଠି l ବୈତରଣୀ ନଦୀ ରେ NHAI ପୋଲ ପ୍ରକଳ୍ପ ରେ ବିଳମ୍ବ ନେଇ କଲେ ଦୃଷ୍ଟି ଆକର୍ଷଣ l

ବାରମ୍ବାର ଏ ନେଇ ବୈଠକ ବସିଲା ପରେ ମଧ୍ୟ ପ୍ରକଳ୍ପ କାମ ଆଗଉ ନଥିବା ନେଇ ଚିଠି ରେ ଉଲ୍ଲେଖ କଲେ ମୁଖ୍ୟ ମନ୍ତ୍ରୀ l

ପ୍ରକଳ୍ପ ଅର୍ଥ ର ୨ଠ % ବହନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ l  

କାମ ଶୀଘ୍ର ଆରମ୍ଭ ନହେଲେ ପ୍ରକଳ୍ପ ଖର୍ଚ ଆହୁରି ବଢ଼ିଯିବ ବୋଲି କହିଲେ ନବୀନ l

powered by social2s