![]()
ଭୁବନେଶ୍ୱର (୫/୧୨/୨ଠ୨ଠ): କୋରାନl ର ଦ୍ୱିତୀୟ ଲହରୀ ର ଭୟ ନାହିଁ ବୋଲି ରାଜ୍ୟ COVID committee ପରାମର୍ଶଦାତା ଡ଼ଃ ଜୟନ୍ତ ପଣ୍ଡା ଶନିବାର ଦିନ ସୂଚନା ଦେଇଛନ୍ତି l
ଡ଼ଃ ପଣ୍ଡା କହିଛନ୍ତି ଏହି ମାସରେ ଲୋକମାନଙ୍କୁ କୋରୋନା ଟିକା ମିଳିବ l
ଯଦିଓ ରାଜ୍ୟରେ ମାମଲା ହ୍ରାସ ପାଇଛି, ତଥାପି ଲୋକମାନେ ସମସ୍ତ COVID ନିର୍ଦ୍ଦେଶାବଳୀ ଫେବୃଆରୀ ମାସ ପର୍ଯ୍ୟନ୍ତ ଅନୁସରଣ କରିବା ଉଚିତ୍ ବୋଲି ସେ କହିଛନ୍ତି।
powered by social2s

