ବସ ଓଲଟି ୨୫ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 
ବାରିପଦା(୧୦/୧୨/୨୦୨୦):  ଆଜି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ରୁ ବାରିପଦା ଅଭିମୁଖେ ଯାଉଥିବା "ଆପ୍ପୁ" ନାମକ ଏକ ଯାତ୍ରୀବାହୀ ବସ ରାସ୍ତା କଡ଼କୁ ଓଲଟିଯାଇଥିଲା।
 
ରାସ୍ତା ର ଏକ ବୁଲାଣି ଜାଗାରେ ଚାଳକ ବୁସ ଉପରୁ ନୀୟନ୍ତ୍ରଣ ହରାଇବାରୁ ଗାଡି ଟି ଓଲଟି ପଡି ରାସ୍ତା ପାର୍ଶ୍ୱରେ ଥିବା ଏକ ଶସ୍ୟ କ୍ଷେତ୍ର ରେ ପଡିଥିଲା ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀ ମାନଙ୍କୁ ନିକଟସ୍ଥ ହସ୍ପିଟାଲ ଓ ଗୁରୁତର ଭାବେ ଆହତ ହୋଇଥିବା ଯାତ୍ରୀ ମାନଂକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତି କରିଥିଲେ।
 
ଦୁର୍ଘଟଣା ପରେ ଗାଡିର ଚାଳକ ଓ ହେଲ୍ପର ଫେରାର ହୋଇ ଯାଇଥିବା ଜଣା ପଡ଼ିଛି।
 
 
 
 
 
 
powered by social2s