ଭୁବନେଶ୍ୱର ରେ ଯୁବକଙ୍କ ଉପରକୁ ଗୁଳିମାଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ବିହାର କେ-୪ ଅଞ୍ଚଳରେ ସଞ୍ଜୟ ଖୁଣ୍ଟିଆ ନାମକ  ଜୈନକ ଯୁବକଙ୍କୁ ଲକ୍ଷ କରି ଗୁଳି ମାଡ଼ ହୋଇଛି।

 

ସଞ୍ଜୟ ଗତ କିଛିଦିନ ପୂର୍ବେ ଜେଲ ରୁ ଜାମିନ ରେ ଆସିଥିବା ଜଣାପଡିଛି।

 

ତିନି ଜଣ ଦୃବୃତ୍ତ ଏକ ମୋଟର ସାଇକେଲ ଆସି ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ମାଡ଼ କରିଥିଲେ। ମାତ୍ର ସୌଭାଗ୍ୟ ବଶତଃ ଗୁଳି ଗୁଡିକ ଲକ୍ଷଭ୍ରଷ୍ଟ ହେବାରୁ ଯୁବକ ଜଣକ ଅଳ୍ପକେ ରକ୍ଷା ପାଇ ଯାଇ ଥିଲେ।

 

ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁଳିର ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

powered by social2s