ମାଲକାନଗିରି: ରବିବାର ଦିନ ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଆଞ୍ଚଲରେ ସୁରକ୍ଷା କର୍ମୀମାନେ ଗୁଳିରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି।ମୃତ୍ୟୁ ବରଣ କରିଥିବା ମାଓବାଦୀ ଙ୍କ ମଧ୍ୟ ରେ ଜଣେ ମହିଳା ଥିବା ସୂଚନା ମିଳିଛି।SOG ଏବଂ DVF ଯବାନ ଙ୍କ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା |ଘଟଣାସ୍ଥଳରୁ ବହୁ ପରଣରେ ବିସ୍ଫୋରକ ଏବଂ ମାଓବାଦୀ ସାମଗ୍ରୀର ଜବତ କରାଯାଇଛି।
powered by social2s

