କାଲାହାଣ୍ଡିରେ ବସ୍ ଓଲଟି ପଡି ୪୦ ଜଣ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭବାନୀପାଟନା: ରବିବାର ଦିନ କାଲାହାଣ୍ଡି ଜିଲ୍ଲାର କୋକସରା ନିକଟ ବାଦାକେଣ୍ଡୁଗଡା ଠାରେ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍ କାଲାହାଣ୍ଡି ଜିଲ୍ଲାର ଧର୍ମଗଡରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା।

ପ୍ରାୟ ୨୦ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

powered by social2s