କଟକ: କଟକ ଏକ ଘରେ ପଶି ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଆଜି ସକାଳେ ପିକେ ପଟ୍ଟନାୟକଙ୍କ ଘର ଲୋକଙ୍କୁ ବାନ୍ଧି ଲୁଟ୍ କଲେ ଦୁର୍ବୁତ୍ତ। ପିକେ ପଟ୍ଟନାୟକଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଟଙ୍କା, ସୁନା ଅଳଙ୍କାର ଓ ମୋବାଇଲ ଫୋନ ମଧ୍ୟ ଲୁଟିନେଲେ ଦୁର୍ବୁତ୍ତ।
powered by social2s