ଭୁବନେଶ୍ୱର: ଏଣିକି ଓଡ଼ିଶାର ସମସ୍ତ ମୋ ସେବା କେନ୍ଦ୍ରରେ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍ ଆବେଦନ କରିପାରିବେ ଜନସାଧାରଣ। 5T ଭିତ୍ତିରେ ଲୋକଙ୍କ ସୁବିଧା ପାଇଁ ରାଜ୍ଯ ସରକାର ଦେଇଛନ୍ତି ପ୍ରାଥମିକତା। ସହଜରେ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍ ଆବେଦନ ପାଇଁ ଏହି ପଦକ୍ଷେପ ନିଆଯାଇଛି।
powered by social2s

