ନଭେମ୍ବର ୮ ରୁ ଭୁବନେଶ୍ୱର ବାଲିଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନଭେମ୍ବର ୮ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା। କୁଆଖାଇ ନଦୀପଠାରେ ପଡ଼ିବ ବାଲିଯାତ୍ରା। ବାଲିଯାତ୍ରାରେ ରହିବ ୬୦୦ ଷ୍ଟେଲ। କୋଭିଡ ଯୋଗୁ ଦୁଇ ବର୍ଷ ହେଲା ବନ୍ଦ ଥିଲା ଭୁବନେଶ୍ୱର ବାଲିଯାତ୍ରା।

powered by social2s