କାଳି ପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: କାଳି ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁର ସହର। ସହରରେ ୧୧ଟି ମଣ୍ଡପରେ ଚାନ୍ଦିମେଢ କରାଯାଇଛି। ମଣ୍ଡପରେ ପୂଜା ପାଇବେ ମା' କାଳୀ ଓ ଲକ୍ଷ୍ମୀ ନାରାୟଣ। ୨ବର୍ଷ ହେଲା କୋଭିଡ୍ ଯୋଗୁଁ ବଡ଼ ଆକାରରେ ପୂଜା ହୋଇ ନଥିଲା। ଚଳିତ ବର୍ଷ ପୂଜା ପାଇଁ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ସହରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ।

powered by social2s