ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟ ତଦାରଖ ଦାୟିତ୍ୱ ପାଇଲେ ୩୦ ଜଣ ବରିଷ୍ଠ IAS ଅଫିସର। ସମସ୍ତ ୩୦ ଜିଲ୍ଲା ପାଇଁ ବରିଷ୍ଠ ଅଫିସରଙ୍କୁ IAS ପଦବୀ ଦାୟିତ୍ୱ ବାଣ୍ଟିଲେ ଓଡ଼ିଶା ସରକାର। ପ୍ରଶାସନିକ ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଅଫିସରଙ୍କୁ ଦାୟିତ୍ୱ ବାଣ୍ଟନ କଲେ ସରକାର।
powered by social2s