ଭୁବନେଶ୍ୱର: ୨୦୨୩ ଜାନୁଆରୀ ୬ ତାରିଖରେ ଅନୁଷ୍ଠିତ ହେବ ସପ୍ତଦଶ ସମୁଦ୍ର ଆଳତି କାର୍ଯ୍ୟକ୍ରମ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ସ୍ୱର୍ଗଦ୍ୱାର ଆଳତି ସ୍ଥଳରେ ହେବ କାର୍ଯ୍ୟକ୍ରମ।
powered by social2s