ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧିକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି CEO। ସେ ମଧ୍ଯ କହିଛନ୍ତି ଯେ, ଭୋଟରଙ୍କୁ ଲାଞ୍ଚ, ଧମକାଇବା ଓ ପ୍ରଲୋଭିତ କରିବା ଅପରାଧ। ନିର୍ବାଚନ କମିଶନଙ୍କ ସି ଭିଜିଲ୍ ଆପରେ ଅଭିଯୋଗ କରିବାକୁ ଅପିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

powered by social2s