ମୟୂରଭଞ୍ଜ: ନଭେମ୍ବର ୧ ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ । ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନଙ୍କୁ ଅନଲାଇନ୍ରେ ବୁକିଂ କରିବାକୁ ପଡ଼ିବ । ବାରିପଦା ଆଡୁ ୨୫ ଓ ଯଶୀପୁର ଆଡ଼ୁ ୩୫ଟି ବସ୍କୁ ଅନୁମତି ।
powered by social2s