କଟକ: ଆଜି ଆନୁଷ୍ଠାନିକ ଭାବେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓସିଏର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ବେହେରା ଦ୍ୱିତୀୟ ଥର ଓସିଏର ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହିପରି ୬ଟି ପଦବୀ ପାଇଁ ନିର୍ଦ୍ୱନ୍ଦ୍ବରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି ।
powered by social2s

