ମାଓ ମୁକାବିଲା ପାଇଁ କୋରାପୁଟରେ ସମୀକ୍ଷା ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: ମାଓ ମୁକାବିଲା ନେଇ ଆଜି କୋରାପୁଟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସ୍ଏଫ୍ ଆଇଜି, କୋରାପୁଟ ଓ ମାଲକାନଗିରି ଏସ୍‌ପି ମଧ୍ୟ ଯୋଗ ଦେଇଛନ୍ତି ।

powered by social2s