ମାହାଙ୍ଗା: ଘାଇ ଯୋଗୁଁ ବିରୂପା ନଦୀକୁ ଭାସିଗଲା ୬ଟି ଦୋକାନ ଘର। କଟକ ଜିଲ୍ଲା ତ୍ରିବେଣୀଶ୍ୱରରେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟ ଘାଇ ଯୋଗୁଁ ଭେଡା-କୁଆଁପାଳ ରାସ୍ତା ନଷ୍ଟ ହୋଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ପାଣି ରୋକିବାକୁ ଜଳସମ୍ପଦ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ।
powered by social2s

