ବ୍ରିଜ୍ ଭୁଶୁଡ଼ି ତଳକୁ ଖସିଲା ଦୁଇଟି କାର୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୂ. ରାମପୁର ରାସ୍ତା ସାଇଧାମ ରାସ୍ତାରେ ବ୍ରିଜ୍ ତଳକୁ ଖସିଲା ଦୁଇଟି କାର୍। ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବ୍ରିଜ୍ ଭୁଶୁଡ଼ିବାରୁ ଖସିଲା କାର୍। ସମସ୍ତ ଆହତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ବ୍ରିଜ୍ ମରମତି ନିମ୍ନମାନର ହୋଇଥିବାରୁ ଏଭକି ଅଘଟଣ ଘଟିଥିବା ଅଭିଯୋଗ କରାଯାଇଛି।

powered by social2s