ବିଶିଷ୍ଟ ଲେଖକ ଶତୃଜିତଙ୍କ ପିତା ବୈଷ୍ଣବ ଚରଣ ମିଶ୍ରଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଶିଷ୍ଟ ଲେଖକ ଶତୃଜିତ ଙ୍କ ପିତା ବୈଷ୍ଣବ ଚରଣ ମିଶ୍ର ଙ୍କ ପରଲୋକ ଘଟିଛି l ମୃତ୍ୟୁ ସମୟ କୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା l ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l

powered by social2s