କେନ୍ଦୁଝରରେ ନାଳରୁ ଉଦ୍ଧାର ୱାର୍ଡ ସଭ୍ୟଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳଜାଗର ଗାଁର ନାଳରୁ ଉଦ୍ଧାର ହୋଇଛି ୱାର୍ଡ ସଭ୍ୟଙ୍କ ମୃତଦେହ। ମୃତକ ହେଲେ ତଳଜାଗର ଗାଁର ୱାର୍ଡ ସଭ୍ୟ ଭଗବାନ ଦେହୁରୀ। ଗତକାଲି କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଉଛି କହି ସେ ଘରକୁ ଫେରିନଥିଲେ। ବହୁ ଖୋଜା ଖୋଜି ପରେ ଆଜି ସକାଳୁ ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ପରିବାର ଲୋକେ। କେହି ଦୁର୍ବୁତ୍ତ ହତ୍ୟା ପରେ ମୃତଦେହ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

powered by social2s