ଧବଳେଶ୍ୱରରେ ଜାରି ହେଲା ୧୪୪ ଧାରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱରରେ ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା। ୧୪୪ ଧାରା ଜାରି ନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ। ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଦୀ ପାରି କରାଇବା ସମ୍ଭବ ନଥିବାରୁ ଏହି କଟକଣା ଜାରି କରାଯାଇଛି।

powered by social2s