ସାକ୍ଷୀଗୋପାଳରେ ଅଁଳା ନବମୀ ଉପଲକ୍ଷେ ଶ୍ରୀ ରାଧା ପାଦ ଦର୍ଶନ ପାଇଁ ମିଳିଲା ଅନୁମତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଅଁଳା ନବମୀ ଉପଲକ୍ଷେ ସାକ୍ଷୀଗୋପାଳରେ ଶ୍ରୀ ରାଧା ପାଦ ଦର୍ଶନ ପାଇଁ ମିଳିଲା ଅନୁମତି। ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ। ଏ ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସରଙ୍କୁ ନିଯୁକ୍ତି କରାଯାଇଛି।

powered by social2s