ଧାମନଗର ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରସ୍ତୁତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଧାମନଗର: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ଧାମନଗରର ନିର୍ବାଚନ। ଧାମନଗରର ଉପନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଛି। ପୋଲିଂ ପାର୍ଟି ପ୍ରସ୍ତୁତ ହୋଇଛି, ସୁରକ୍ଷା ବ୍ୟବସ୍ଥା ପୂରା କଡାକଡି ଅଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଅନୁଷ୍ଠିତ ହେବ। ମୋଟ ୨୫୨ ବୁଥରେ ମତଦାନ ହେବ।

powered by social2s