କେନ୍ଦୁଝର: କେନ୍ଦୁଝରରେ ମର୍ମାହତ ସଡ଼କ ଦୁର୍ଘଟଣା । କେନ୍ଦୁଝର ସଦର ଥାନା ବଡ଼ପୋଷି ଛକ ନିକଟରେ ଏକ କାର୍ ଉପରେ ମାଡ଼ିଗଲା ଟ୍ରକ୍ ।କାର୍ରେ ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ ଆସୁଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି।
powered by social2s

