MSME ପାଇଁ ୨୮୯ କୋଟି ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: MSME ପାଇଁ ୨୮୯ କୋଟି ୪ ୨ ଲକ୍ଷ ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନାବିନ୍ ପଟ୍ଟନାୟକ l ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ ଘୋଷଣା l ପ୍ୟାକେଜ ଭିତରେ ସୁଧ ରିହାତି, ଟପଅପ ସବସିଡି ଆଦି ଅନ୍ତର୍ଭୁତ l

 

ମୁଖ୍ୟତଃ  ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି l 

 

ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪O% MSME ପାଇଁ ୧ଠ୮ କୋଟିର ବ୍ୟବସ୍ଥା l

 

powered by social2s