ଖଲ୍ଲିକୋଟ: ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜି-ରାମପଲ୍ଲୀ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ଗୁରୁତର ୭ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲରେ କାମ କରୁଥିବା ବେଳେ ଆକ୍ରମଣ କରିଥିଲା ବାରହା।
powered by social2s

