ଆଜି ବାବା ଧବଳେଶ୍ୱରଙ୍କ ବଡ଼ ଓଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆଠଗଡ଼: ଆଜି ବାବା ଧବଳେଶ୍ୱରଙ୍କ ମହାପର୍ବ ବଡ଼ ଓଷା। ବଡ଼ସିଂହାର ବେଶ ସହ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ବଡ଼ ଓଷାର ସିଧାସଳଖ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ଏଲଇଡି ସ୍କ୍ରିନ୍ ରେ ଭର୍ଚୁଆଲ ମାଧ୍ୟମରେ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା।

powered by social2s