କଳାପାଟ ସଂରକ୍ଷିତ ଜଙ୍ଗଲରୁ ୨ଟିି ହାତୀର ଗଳିତ ମୃତଦେହ ଠାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ସେକ୍ସନର କଳାପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଶିମିଳିପାଳ ଗାଁ କୁଳିଆପାଳ ନିକଟରୁ ୨ଟି ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଜବତ ଗଳିତ ମୃତଦେହ ମଧ୍ଯରେ ଗୋଟିଏ ମାଈହାତୀ ଓ ଗୋଟିଏ ନବଜାତ ହାତୀ । ସୂଚନା ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

powered by social2s