ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ପୁଣ୍ୟ ତିଥି ରେ ୱିନରସ୍ ଆସୋସିସନ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁୁୁବନେଶ୍ୱର: ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ପୁଣ୍ୟ ତିଥି ରେ ୱିନରସ୍ ଆସୋସିସନ୍ ସହିଦନଗର ଠାରେ ନିରବ ପ୍ରାଥନା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା।
 
ତାଙ୍କ ଆଦର୍ଶ ରେ ଅନୁପ୍ରାନୀତ  ହେବା ନିମନ୍ତେ ଯୁବ ସମାଜ କୁ ଆହ୍ବାନ କରାଯାଇଥିଲା,ତତ୍ ପରେ ଆଜିର ଚାହା ଦିବସ ଅବସରରେ କ୍ଲବ ର ସଦସ୍ୟ ମାନେ ଚାହା ପି ବନ୍ଧୁ ମିଳନ ରେ ଯୋଗ ଦେଇଥିଲେ ଆଜିର କାର୍ଯ୍ୟକ୍ରମ ରେ ଉମା ନାଥ ମିଶ୍ର, ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ବିଦ୍ୟନ୍ତ ଶେଖର ସିଂ,ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ସରୋଜ ପାତ୍ର, ଭବାନି ଜେନା, ମନୋରଞ୍ଜନ ପଲେଇ, ଗଣେଶ ରାଓ, ସନ୍ତୋଷ ରାଓ, ସୁନିଲ ତାଡ଼ ଓ କ୍ଲବ ର ବହୁ ସଦସ୍ୟ ଯୋଗ ଦେଇଥିଲେ। 
 
 
 
powered by social2s