ଭୁବନେଶ୍ୱର ରେ ପୁଣି ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି ପୁଣି ଜଣେ ଶିକ୍ଷୟତ୍ରୀ ଚାକିରିରୁ ଛୋଟେଇ ପ୍ରତିବାଦରେ ଭୁବନେଶ୍ୱର ଏଜି ଛକ ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୋଲିସ ମହିଳା ଙ୍କୁ ଆତ୍ମାହୁତି ଉଦ୍ୟମରୁ ବିରତ କରି ନିଜ କବଜା କୁ ନେଇଥିବା ସୂଚନା ମିଳିଛି।ମହିଳା ଙ୍କ ଘର ଅନୁଗୁଳ ଅଂଚଳରେ ବୋଲି ଜଣାପଡିଛି।

 

ଗତ କାଲି ମଧ୍ୟ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ ରାଜଧାନୀର ବିଧାନସଭା ସମ୍ମୁଖ ଧାରଣ ସ୍ଥଳ ରେ ତ୍ମାହୁତି ଉଦ୍ୟମ କରିଥିଲେ।

 

powered by social2s