ପୁରୀ: ପୁରୀ ସିଂହଦ୍ଵାର ଥାନାରେ ହେତୁବାଦୀଙ୍କ ବିରୋଧରେ ଏତଲା ଦେଲେ ଶ୍ରୀମନ୍ଦିର ଏକାଦଶୀ ସଂଘ ଓ ଯୁବ ସେବାୟତ ସଂଘ।ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଆଯାଇଛି ଏତଲା। ମହାପ୍ରଭୁଙ୍କୁ ନେଇ ହେତୁବାଦୀ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
powered by social2s