ଭୁବନେଶ୍ୱର: ଆସନ୍ତାକାଲି ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ଶ୍ରୀମନ୍ଦିରରେ ଦିନ ୧୦ଟା ୩୦ ରୁ ୧୧ଟା ମଧ୍ଯରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ହେବ । ପୂର୍ବାହ୍ନ ୧୨ ରୁ ୧ଟା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏନେଇ ପ୍ରତିକ୍ରିୟା ରଖିଛନ୍ତି।
powered by social2s

