ସୋର: ବାଲେଶ୍ୱର ଜିଲ୍ଲା ଷୋଳଭଉଣୀ ଡ୍ୟାମରେ ଜଣେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଶୌଚ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିବା ସୁଚନା। ଯୁବକ ଜଣକ ଔପଦା ଥାନା ପାଇକପଡ଼ା ଗାଁର ହୋଇଥିବା ଜଣାପଡ଼ିଛି।
powered by social2s