ଦୁଲୁକୁଛି ବାଲିଯାତ୍ରା ପଡ଼ିଆ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଦୁଲୁକୁଛି କଟକ ବାଲିଯାତ୍ରାର ଉପର ଓ ତଳ ପଡ଼ିଆ। ଏଥର ପ୍ରସ୍ତୁତ ହୋଇଥିବା ଓଡ଼ିଶା ହାଇ କୋର୍ଟ ବିଲ୍ଡିଂର ଅବିକଳ ପ୍ରତିକୃତି ସ୍ଥାନ ପାଇଛି। ସେହିପରି ଆଜି ମାଣ୍ଡିଆ ଦିବସ ହୋଇଥିବାରୁ ବଳିଯାତ୍ରାରେ ଖୋଲାଯାଇଥିବା ମାଣ୍ଡିଆ ଷ୍ଟେଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ଖୋଲାଯାଇଥିବା ମାଣ୍ଡିଆ ଷ୍ଟେଲରେ ମାଣ୍ଡିଆରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ ଉପଲବ୍ଧ ଅଛି।

powered by social2s