ବଲାଙ୍ଗିର: ବିଷଧର ସାପର ଦାନ୍ତ ନେଲ୍କଟରରେ କାଟିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ। ପୁଇଁତଳା ବିଲେଇସର୍ଡା ଗାଁର ଭିଡିଓ ଭାଇରାଲ୍ ପରେ ବନବିଭାଗ ନେଇଛି କାର୍ଯ୍ୟାନୁଷ୍ଠାନ। ଘଟଣାରେ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କଲା ବନବିଭାଗ।
powered by social2s