କାମାକ୍ଷାନଗର: ଢେଙ୍କାନାଳ କପିଳାସ ଅଭୟାରଣ୍ୟ ରେ ଆଜି ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀ ଙ୍କୁ ଗିରଫ କରିଛି।ଦେଶୀ ବନ୍ଧୁକ, ୩ ଟି କଇଁଛ ଖୋଳପା, ୬ ଟି ହରିଣ ସିଙ୍ଘ, ବାର୍ହା ଦାନ୍ତ, ଧନୁ ତୀର ଓ ଫାସ ଆଦି ଜବତ ହୋଇଛି।କିଛି ଅଜଣା ଜନ୍ତୁଙ୍କ କଙ୍କାଳ ମଧ୍ୟ ଜବତ ହୋଇଥିବା ର ଖବର ମିଳିଛି।ଗିରଫ ବ୍ୟକ୍ତି ମାନେ ହେଲେ ଲଷ୍ମୀଧର ମୁର୍ମୁ, ଲକ୍ଷ୍ମଣ ସୋରେନ ଓ କାନୁ କିସ୍କୁ।
powered by social2s

