ମନୋଜ ସାହୁ ହେଲେ ଉପ-ନିର୍ବାଚନ କମିଶନର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାର ମନୋଜ କୁମାର ସାହୁ ହେଲେ ଦେଶର ଡେପୁଟି ନିର୍ବାଚନ କମିସନର । ପ୍ରଥମ ଓଡିଆ ଭାବେ ଏହି ପଦବୀରେ ସେ ବସିବାକୁ ଯାଉଛନ୍ତି । । ଆସନ୍ତା ସପ୍ତାହରେ ଆଇଏଏସ ମନୋଜ ସାହୁ ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବୋ ଏହି ଯୁବ ଆଇଏଏସଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୃଷ୍ଣପ୍ରସାଦପୁର ପଞ୍ଚାୟତରେ । ୨୦୦୬ରେ ମନୋଜ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

powered by social2s