ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ୍ ମାନ୍ୟତା ନେଇ ନାମାଙ୍କନ ଦାଖଲ ପାଇଁ ଚିଠା ପ୍ରସ୍ତୁତ କରିବାକୁ ଏକ ପରାମର୍ଶ କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ପ୍ରଶାସନ ପକ୍ଷରୁ ଏନେଇ ବୈଠକ କରାଯାଇ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଗତବର୍ଷଠୁ ଏଥିପାଇଁ ଆବଶ୍ୟକ ସମସ୍ତ ତଥ୍ୟପ୍ରମାଣ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।
powered by social2s

