କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ଯୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ଯୁ ହେବା ସହ ମୋଟ ମୃତକଙ୍କ ସଂଖ୍ଯା ୨ରେ ପହଞ୍ଚିଛି । ଆଜି କଟକ ବଡ଼ ମେଡିକାଲ ICUରେ ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସୂଚନାଥାଉ କି, ନଭେମ୍ବର ୨୩ ରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ସମୟରେ ଭୟଙ୍କର ବିସ୍ପୋରଣ ଘଟଣାରେ ୪୦ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ଯରୁ ଏବେ ମଧ୍ଯ ୧୦ ଜଣ ICUରେ ଥିବା ସୂଚନା ମିଳିଛି।

powered by social2s