ପଦ୍ମପୁର: ଆସନ୍ତାକାଲି ବରଗଡ଼ ଜିଲ୍ଲା ପଦ୍ମପୁର ବନ୍ଦ ଡାକରା ଦେଇଛି ବଣିକ ସଂଘ। GST ରେଡ୍ କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସରକାରୀ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଆଦିକୁ ବନ୍ଦରୁ ବାଦ୍ ଦିଆଯିବ। କେବଳ ବ୍ୟବସାୟୀକ ପ୍ରତିଷ୍ଠାନ ହିଁ ଏହି ବନ୍ଦରେ ସାମିଲ୍ ହେବେ।
powered by social2s

