ଶହିଦନଗର ଦୂର୍ଗାପୂଜା ସମିତିର ପ୍ରତିଷ୍ଠାତା ସଂପାଦକ କମଳା କାନ୍ତ ଦାସଙ୍କ ବିୟୋଗରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶହିଦନଗର ଦୂର୍ଗାପୂଜା ସମିତିର ପ୍ରତିଷ୍ଠାତା ସଂପାଦକ ଶ୍ରୀ କମଳା କାନ୍ତ ଦାସ ଙ୍କ ବିୟୋଗ ହୋଇଛି। ଶ୍ରୀ କମଳା କାନ୍ତ ଦାସ (ସମସ୍ତଙ୍କର ପ୍ରିୟ ର ଅଜା)ଙ୍କ-୯୨ ବର୍ଷ ବୟସରେ ଗତ ୨୭/୧୧/୨୨ ସନ୍ଧ୍ୟା ୭.୩୦ ମିନିଟ ସମୟ ରେ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ସ୍ମୃତିରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଟିତ କରାଯାଇଥିଲା ।ଏଥିରେ କମଳାକାନ୍ତ ଅଜାଙ୍କ ସ୍ମୃତି ଚାରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦୂର୍ଗା ମା ଙ୍କ ପାଖରେ କାମନା କରାଯାଇ ଥିଲା,ଇଶ୍ୱର ତାଙ୍କର୍ ପରିବାରକୁ ଏହି ଦୁଃଖଦ ଘଟଣାକୁ ସମୂଖୀନ ହେବା ପାଇଁ ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

powered by social2s