ଇଡିରେ ହାଜର ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଓକିଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଇଡିରେ ହାଜର ପରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଓକିଲଙ୍କ ପ୍ରତିକ୍ରିୟା । ଅର୍ଚ୍ଚନା ନାଗ ପ୍ରମୋଦ ସ୍ୱାଇଁଙ୍କ ଘରେ ଭଡ଼ାରେ ରହୁଥିଲେ। ପ୍ରମୋଦ ତାଙ୍କୁ ବାରମ୍ବାର ଘର ଛାଡ଼ିବାକୁ କହୁଥିଲେ ମଧ୍ୟ ସେ ଛାଡ଼ୁନଥିଲେ । ଘର ଛାଡ଼ିବା ବଦଳରେ ଓଲଟା ୫ ଲକ୍ଷ ଟଙ୍କା ଦାବି କରିଥିଲେ ଅର୍ଚ୍ଚନା । ଏନେଇ ୮ ସେପ୍ଟେମ୍ବର ୨୦୧୭ରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଖଣ୍ଡଗିରି ଥାନାରେ ଏତଲା କରିଥିଲେ।

powered by social2s