GST ରେଡରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ବିଧାୟିକାଙ୍କ ନାଁରେ ମାମଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: GST ରେଡରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ। GST ଅଧିକାରୀଙ୍କ ଏତଲା ଆଧାରରେ GST ରେଡ୍ ବେଳେ ବିଧାୟିକା ବାଧା ସୃଷ୍ଟି କରିଥିବା ଅଭିଯୋଗ ପାଇକମାଳ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ବରଗଡ଼ SP ସ୍ମିଥ୍ ପରମାର ସୂଚନା ଦେଇଛନ୍ତି।

powered by social2s