ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ୪ଟି ପିକଅପ ଭ୍ୟାନ୍ ଉପରେ ମାଡ଼ିଗଲା ଟ୍ରକ୍। ସୂଚନା ଅନୁଯାୟୀ, ୪ଟି ଭ୍ୟାନ୍ ର ଚାଳକ ମାନଙ୍କର କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣା ସମୟରେ ସେମାନେ ଗାଡ଼ି ଭିତରେ ଶୋଇଥିବା ଜଣାପଡ଼ିଛି।
powered by social2s