ଶିକ୍ଷକ ସମସ୍ୟା ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ। କମିଟିରେ ୩ ଜଣ ସଦସ୍ୟଙ୍କ ସହ ମୁଖ୍ୟ ସଚିବ କମିଟିର ଅଧ୍ୟକ୍ଷତା କରିବେ। ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ କମିଟିର ସଦସ୍ୟ ରହିବେ। କମିଟିରେ ୧୬ରୁ ୨୦ ମଧ୍ୟରେ ଦାବି ନେଇ ଆଲୋଚନା କରିବ ଓ ନିଷ୍ପତ୍ତି ନେବ।

ଶିକ୍ଷକଙ୍କ ଦାବି ଉପରେ ବିଚାର କରିବାକୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଲେ ରାଜ୍ୟ ସରକାର। ଏହା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଶିକ୍ଷକ। 

powered by social2s