କୁଏତ : ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ଏକ ପ୍ରମୁଖ ସାମାଜିକ ଓ ଜନ କଲ୍ୟାଣ ସଙ୍ଘ ରୂପେ ପରିଚିତ। ଭାରତୀୟ ପ୍ରବାସୀ ସଙ୍ଘ ଆନୁକୁଲ୍ୟରେ ଆସନ୍ତା ଶୁକ୍ରବାର ଦିନ, ଡିସେମ୍ବର 2 ତାରିଖ ମଧ୍ୟାହ୍ନ 12.30 ସମୟରେ ଆବୁହାଲିଫା ଗ୍ରାଉଣ୍ଡରେ କରିବାକୁ ସ୍ଥିର କରା ଯାଇଛି। ଆସନ୍ତା କାଲି ଫାଇନାଲ କ୍ରିକେଟ୍ ମ୍ୟାଚ୍ ରେ ଭାରତୀୟ ପ୍ରବାସୀ ସଙ୍ଘ ଆନୁକୁଲ୍ୟରେ, ପରଷ୍ପର କୁ ଭେଟିବେ ସ୍କୋରପିନୋ-କୁଏତ ଓ ନାଗା ୧୧ । ଭାରତୀୟ ପ୍ରବାସୀ ସଙ୍ଘ କେନ୍ଦ୍ରୀୟ କମିଟି ତରଫରୁ ଉଭୟ ପ୍ରତିଯୋଗୀ ଦଳ କୁ ଆନ୍ତରିଖ ଶୁଭେଚ୍ଛା ଓ ଶୁଭ କାମନା ଜଣାଉଛୁ । ମ୍ୟାଚର ୟୁଟ୍ୟୁବରେ ଲାଇଭ ଟେଲିକାଷ୍ଟ ଏବଂ ପୁରସ୍କାର ବିତରଣ ସମାରୋହ ର ମଧ୍ୟ ବ୍ୟବସ୍ଥା କରାଯାଇଛି | ଆପଣ ମାନଙ୍କୁ ଏହି ଫାଇନାଲ ମ୍ୟାଚ୍ ରେ, ଆନ୍ତରିକତାର ଉପଭୋଗ କରିବାକୁ ନିମନ୍ତ୍ରଣ କରାଯାଇଛି ।
powered by social2s

