କଟକ: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଙ୍କ ପରଲୋକ ହୋଇଛି। ଗତକାଲି ରାତି ୨:୩୦ ରେ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଏକାଧିକ କଳା ଧଳା ସିନେମାରେ ଅଭିନୟ କରିଥିଲେ ଝରଣା ଦାସ
powered by social2s