ଭୁବନେଶ୍ୱର: ASO ପରୀକ୍ଷାକୁ ନେଇ ହାଇକୋର୍ଟର ବଡ଼ ରାୟ। ASO ପରୀକ୍ଷା ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲା ହାଇକୋର୍ଟ। କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ। କମ୍ପ୍ୟୁଟର ଟେଷ୍ଟ କଲେ ବି ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍। କୋର୍ଟର ବିନା ଅନୁମତିରେ OPSC ପକ୍ଷରୁ ଫଳ ପ୍ରକାଶ କରାଯାଇ ପାରିବନି।
powered by social2s

